ମୁକ୍ତ ହସ୍ତ
ଦେଖଣା
ମୁକ୍ତ ହସ୍ତ
ଉଚ୍ଚାରଣ
[ସମ୍ପାଦନା](ବଦ୍ଧମୁଷ୍ଟି—ବିପରୀତ)
(ମୁକ୍ତହସ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ମୁକ୍ତ+ହସ୍ତ)
[ସମ୍ପାଦନା]- ୧. ମୁଠା ହୋଇ ନ ଥିବା ହାତ —୧. Open palm.
- ୨. ଦାନ କରିବାକୁ ଅକୁଣ୍ଠିତ ହସ୍ତ —୨. A free or munificent hand.
ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହୀ)
[ସମ୍ପାଦନା]ଯେ ବ୍ୟୟ କରିବାକୁ କୁଣ୍ଠିତ ନୁହେ; ଦାନଶୀଳ; ବଦାନ୍ୟ —Liberal; munificent; open-handed.