Jump to content

ମୁଖଖ ଲାଙ୍ଗଳ

ଉଇକିଅଭିଧାନ‌ରୁ

ମୁଖଖ ଲାଙ୍ଗଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ମୁଖ ଅଟେ ଲାଙ୍ଗଳ ପରି ଯାହାର; ଯେ ମୁହଁରେ ଭୂମି ତାଡ଼େ)

[ସମ୍ପାଦନା]
୧. ବରାହ; ଶୂକର; ଘୁଷୁରି —୧. Hog; boar.
୨. କକୁକୁର —୨. Dog.