Jump to content

ମୁଖପ୍ରିୟ

ଉଇକିଅଭିଧାନ‌ରୁ

ମୁଖପ୍ରିୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍)

[ସମ୍ପାଦନା]

ମୁଖରୋଚକ; ଖାଇବାକୁ ରୁଚି— କର —Toothsome; tasteful.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କାକୁଡ଼ି (ହିନ୍ଦୀ - ଶ) —୧. Cucumber.
୨. ନାରଙ୍ଗ (ହିନ୍ଦୀ - ଶ) —୨. A kind of sweetish orange.