ମୁଖବନ୍ଧ
ଦେଖଣା
ମୁଖବନ୍ଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରସ୍ତାବନା; ଅବତରଣିକା; ଗ୍ରନ୍ଥାଦିର ଭୂମିକା ବା ଉପତ୍ରମଣିକା —୧. Introduction to a book; preface,
- ୨. ଦାନ, ପୁରସ୍କାରର ଅଙ୍ଗୀକାର, ଭୟପ୍ରଦର୍ଶନ, ଲାଞ୍ଚଆଦିଦ୍ୱାରା କୌଣସି ବ୍ୟକ୍ତିକୁ କଥା କୁହାର ନ ଦେବା —୨. Stopping the
mouth of a person by threat by threat, promise or reward; perventing a person from speaking.