Jump to content

ମୁଖଭଙ୍ଗୀ

ଉଇକିଅଭିଧାନ‌ରୁ

ମୁଖଭଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ମୁହଁର ଛଟକ — ୧. Facial expression making; faces.
୨. ମୁହଁକୁ ବିକୃତ କରିବା —୨. Distortion of the face.