ମୁଖରିବା
ଧ୍ୱନିତ କରିବା; ଶବ୍ଦାୟିତ କରିବା — To resound.
(ଉ—ତେସନ ମୁଖରି କ୍ଷେତ୍ର ଦୁଃଖ କଳରବେ ରାଧାନା. ବେଣୀସଂହାର)