Jump to content

ମୁଖରେ ପାଣି ନ ଥିବା

ଉଇକିଅଭିଧାନ‌ରୁ

ମୁଖରେ ପାଣି ନ ଥିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମୁହଁରେ ସରସତା ନଥିବା — ୧. Disappearance of cheerfulness from the face.
୨. ନିର୍ଲଜ୍ଜ ହେବା —୨. To be lost to allsense of shame.

[ଉ—ଯେତେ ଅଛନ୍ତି ତୁମ୍ଭ ସେନାର ରଥୀ ଶ୍ରେଣୀ ପୂର୍ବ ପରି ମୁଖରେ ନାହିଁ ଆଉ ପାଣି କୃଷ୍ଣସିଂହ. ମହାଭାରତ. ଉ]