ମୁଖଶୋଧୀ
ଦେଖଣା
ମୁଖଶୋଧୀ
ଉଚ୍ଚାରଣ
[ସମ୍ପାଦନା](ମୁଖଶୋଧକ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୁଖ+ଶୁଧ ଧାତୁ+କର୍ତ୍ତ. ଇନ୍, ୧ମ ୧ବ)
[ସମ୍ପାଦନା]ଯାହା ମୁଖର ଦୁର୍ଗନ୍ଧ ନିବାରଣ କରେ —Removing bad smell from the mouth.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା][[]] ୧ ମୁଖଶୋଧନ ]] ୩ (ଦେଖ) - —୧. Mukhaṡodhana ୩ (See)
- ୨. ଜଂବୀର ଲେମ୍ୱୁ —୨. Citron (fruit).