ମୁଖସ୍ରାବ
ଦେଖଣା
ମୁଖସ୍ରାବ
ଉଚ୍ଚାରଣ
[ସମ୍ପାଦନା](ମୁଖସ୍ର[ସ]ବ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମୁଖ+ସ୍ରୁ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଲାଳ — ୧. Saliva.
- ୨. କେତେକ ଶିଶୁଙ୍କ ମୁହଁରୁ ଅତ୍ୟଧିକ ଲାଳ ରହିବା —୨. Excessive salivation of some childern.
[ଦ୍ରଷ୍ଟବ୍ୟ —ଏହା ଦୂଷିତ ସ୍ତନ୍ୟପାନ ଯୋଗୁଁ ହୁଏ ସାଧାରଣ ବିଶ୍ୱାସ ଯେ, ଯେଉଁ ପିଲା ଗର୍ଭରେ ଥିବା ସମୟରେ ମାତାକୁ ଦୋହଦଲାଳସା ଅପୂର୍ଣ୍ଣ ରହିଥାଏ. ସେ ପିଲାର ପାଟିରୁ ଖୁବ୍ ଲାଳା ଗଡ଼େ]