ମୁଖାଗ୍ର
ଦେଖଣା
ମୁଖାଗ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଓଠ —୧. Lip.
- ୨. ଥୋମାଣି —୨. Snout.
- ୩. କୌଣସି ବସ୍ତୁର ଆଗ ପାଖ (ହିନ୍ଦୀ - ଶ) —୩. The front portion or side of a thing.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ମୁଖସ୍ଥ; କଣ୍ଠସ୍ଥ (ହିନ୍ଦୀ - ଶ) —୧. Committed to memory; got by heart.
- ୨. ଯେଉଁ ବିଷୟ ବା କଥା କୌଣସି ବ୍ୟକ୍ତିଙ୍କ ମୁହଁରୁ ଉଚ୍ଚାରିତ ହେବାକୁ ପ୍ରସ୍ତୁତ ଥାଏ —୨. (any matter) Which is on the point of being uttered by a person which is on the tip one's tongue.