Jump to content

ମୁଖାପେକ୍ଷା

ଉଇକିଅଭିଧାନ‌ରୁ

ମୁଖାପେକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମୁଖ+ଅପେକ୍ଷା)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ଆଦେଶର ବା ଅନୁଗ୍ରହର ଅଥବା ସାହାଯ୍ୟରେ ପ୍ରତ୍ୟାଶା —୧. Waiting for another's help or order or favour.
୨. ପକ୍ଷାପାତ — ୨. Partiality.
୩. ଅନୁରୋଧ —୩. Request.
୪. କୌଣସି ବିଷୟରେ ସୂଚନା ପାଇବା ପାଇଁ ଅନ୍ୟ ବ୍ୟକ୍ତିର ମୁହଁକୁ ଚାହିଁ ରହିବା —୪. Watching another person's face or countenance (in order to get an indication of his or her wish from the countenance).
୫. ଅନ୍ୟ ବ୍ୟକ୍ତିର ଆଶ୍ରିତ (ବ୍ୟକ୍ତି) (ହିନ୍ଦୀ - ଶ.) —୫. Dependance on another.