Jump to content

ମୁଖାପେକ୍ଷୀ

ଉଇକିଅଭିଧାନ‌ରୁ

ମୁଖାପେକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

(ମୁଖାପେକ୍ଷକ—ଅନ୍ୟରୂପ)

ମୁଖାପେକ୍ଷିଣୀ, ମୁଖାପେକ୍ଷିକାସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୁଖାପେକ୍ଷା+ଇନ୍ ୧ମା. ୧ବ. ଏହି ସାଧାରଣତଃ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା ପରମୁଖାପେକ୍ଷୀ, ସ୍ତ୍ରୀ ମୁଖାପେକ୍ଷୀ)

[ସମ୍ପାଦନା]
୧. ଅନୁଗ୍ରହ ପ୍ରତ୍ୟାଶୀ —୧. Depending upon another's favour.
୨. ଯେ ଅନ୍ୟର ମୁଖାପେକ୍ଷା କରେ —୨. Waiting for another's favour or pleasure.
୩. ପକ୍ଷପାତୀ —୩. Partial.
୪. ଯେ ଅନ୍ୟର ମୁହଁକୁ ଚାହିଁ ରହେ —୪. Watching another's countenance.
୫. ଆଶ୍ରିତ (ହିନ୍ଦୀ - ଶ) — ୫. Dependant.