Jump to content

ମୁଖାଲପ

ଉଇକିଅଭିଧାନ‌ରୁ

ମୁଖାଲପ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (କଚିରିଆ) (ଆ)

[ସମ୍ପାଦନା]
୧. ବିରୋଧୀ (ବ୍ୟକ୍ତି) —୧. Adverse; antagonistic.
୨. ଶତ୍ରୁତାପନ୍ନ —୨. Inimical, hostile.
୩. ପ୍ରତିଦ୍ୱନ୍ଦୀ —୩. Rival.

ବିଶେଷ୍ୟ -

[ସମ୍ପାଦନା]
୧. ଶତ୍ରୁ —୧. Enemy, adversary.
୨. ପ୍ରତିଦ୍ୱନ୍ଦୀ —୨. Rival.
୩. ବିରୋଧୀ ବ୍ୟକ୍ତି — ୩. Antagonist.