ମୁଖାଲିଫ
ଦେଖଣା
ମୁଖାଲିଫ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଖାଲିଫ
|
ବୈଦେଶିକ - ବିଶେଷଣ - (କଚିରିଆ) (ଆ)
[ସମ୍ପାଦନା]- ୧. ବିରୋଧୀ (ବ୍ୟକ୍ତି) —୧. Adverse; antagonistic.
- ୨. ଶତ୍ରୁତାପନ୍ନ —୨. Inimical, hostile.
- ୩. ପ୍ରତିଦ୍ୱନ୍ଦୀ —୩. Rival.
ବିଶେଷ୍ୟ -
[ସମ୍ପାଦନା]- ୧. ଶତ୍ରୁ —୧. Enemy, adversary.
- ୨. ପ୍ରତିଦ୍ୱନ୍ଦୀ —୨. Rival.
- ୩. ବିରୋଧୀ ବ୍ୟକ୍ତି — ୩. Antagonist.