Jump to content

ମୁଖି

ଉଇକିଅଭିଧାନ‌ରୁ

ମୁଖି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ବଦ୍ଧମୁଷ୍ଟି ଅଙ୍ଗୁଷ୍ଠର ଆଗ୍ରଭାଗଦ୍ୱାରା ମୁଖରେ ଆଘାତ —୧. A blow or prodding given on the face by the thumb protruding from the fist.
୨. ଶୂଦ୍ରମାନଙ୍କର ଉପାଧି- ବିଶେଷ —୨. A family title amongst the Ṡūdras.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]
୩. ଆଦିମ ଜାତି ବିଶେଷ —୩. A class of aborigines.