Jump to content

ମୁଖି ମାରିବା

ଉଇକିଅଭିଧାନ‌ରୁ

ମୁଖି ମାରିବା

ମୁଣ୍ଡ ଝାଳ ଗୋଡ଼ରେ, ମୁଣ୍ଡଝାଳ ତୁଣ୍ଡରେ, ମୁଣ୍ଡ ପାଣି ତୁଣ୍ଡରେ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଏପରି ଓ ଏତେକାଳ ପରିଶ୍ରମ କରିବା କକି, ଯହିଁରେ ମୁଣ୍ଡରୁ ଅବିରାମ ଧାରାରେ ଝାଳବୋହି ସେ ଝାଳ ଯାଇ ତୁଣ୍ଡରେ ବା ଗୋଡ଼ରେ ପହଞ୍ଚୁଛି

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବଦ୍ଧମୃଷ୍ଠି କରି ତର୍ଜନୀ ଓ ଜ୍ୟେଷ୍ଠା ଅଙ୍ଗୁଳିର ପାକରେ କୌଣସି ବ୍ୟ୍ୟକ୍ତିର ମୂହଁରେ ଆଘାତ କରିବା