ମୁଖୀ
ଦେଖଣା
ମୁଖୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଖୀ
|
=== ସଂସ୍କୃତ - ବିଶେଷଣ - (ମୁଖ+ଇନ୍ ୧ମା.୧ବ)(ଅନ୍ୟ ଶବ୍ଦ ପରେ ଯୁକ୍ତ)
ମୁଖ ବିଶିଷ୍ଟ —Having a face.
ବିଶେଷଣ - ସ୍ତ୍ରୀ (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ସୁମୁଖୀ; ଚନ୍ଦ୍ରମୁଖୀ)
[ସମ୍ପାଦନା]ମୁଖଯୁକ୍ତା —Faced compound (in a compound).
ବିଶେଷ୍ୟ - (ମୁଖ+କ୍ଷୂଦ୍ରାର୍ଥେ ଈ)
[ସମ୍ପାଦନା]ସାରୁ, ଅଦା, ଆଳୁ, ଓଲୁଅ ଆଦିରୁ ବାହାରିଥିବା ଛୋଟ ଗଜା ବା ଅଙ୍କୁର —Small shoots coming out from arum, ginger, yam etc.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୁହୁଣ୍ଡା —The stape of a door-frame for attaching the door chain to it.
[ଉ— ଦ୍ୱାରବନ୍ଧେ ବଲାପିଟା ହୋଇଅଛି ମୁଖୀ ଭାମଭୋଇ. ବ୍ରହ୍ମନିରୁପଣଗୀତା]