ମୁଖୁଦାନ୍ତୁରା
ଦେଖଣା
ମୁଖୁଦାନ୍ତୁରା
ଉଚ୍ଚାରଣ
[ସମ୍ପାଦନା][ମୁଖ(ଖୁ) ଦାନ୍ତ(ନ୍ତୁ, ନ୍ତେ)ରୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମୁଖୁଦାନ୍ତୁରା
|
ଦେଶଜ - ବିଶେଷଣ - (ସଂସ୍କୃତ - ମୁଖ+ଦନ୍ତୁର)
[ସମ୍ପାଦନା]ଈଷତ୍ ଦନ୍ତର (ବ୍ୟକ୍ତି); ଯେଉଁ ବ୍ୟକ୍ତିର ଉପର ପାଟିର ଛାମୁଦାନ୍ତ ସାମାନ୍ୟରେ ଓଠ ଉପରକୁ ବାହାରି ପଡ଼ିଥାଏ — A person who has his front teeth of the upper jaw protruding a little beyond the lips.