Jump to content

ମୁଖେ

ଉଇକିଅଭିଧାନ‌ରୁ

ମୁଖେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ସାମନାରେ; ହାବୁଡ଼େ; ଆଗରେ — In the front of; face.

[ଉ— ଏବେ ଅର୍ଦ୍ଧରାତ୍ରି ସମୟ ମୋର ମୁଖେ, ପଡ଼ିଛି ଆଗ ତାକୁ ମାରିବି ଯେ ଦୁଃଖ କୃଷ୍ଣସିଂହ. ମହାଭାରତ ବନ]