ମୁଖ୍ୟ
ଦେଖଣା
ମୁଖ୍ୟ
ଉଚ୍ଚାରଣ
[ସମ୍ପାଦନା](ଗୌଣ—ବିପରୀତ)
(ମୁଖ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ମୁଖ=ପ୍ରାଧାନ+ଯ)
[ସମ୍ପାଦନା]- ୧. ପ୍ରଧାନ —୧. Chief; principal.
[ଉ—ମୋ ସଙ୍ଗେ ମଧ୍ୟ ବହୁ ଅପସରା ମୁଖ୍ୟ-କୃଷ୍ଣସିଂହ ମହାଭାରତ. ବନ]
- ୨. ଶ୍ରେଷ୍ଠ —୨. Eminent; pre-eminent.
- ୩. ପ୍ରଥମ; ଆଦିମ —୩. Primary; first.
- ୪. ଅଗ୍ରଣୀ — ୪. Foremost; leading.
- ୫. ପ୍ରତ୍ୟକ୍ଷ —୫. Direct.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୁଖ୍ୟ ଚାନ୍ଦ୍ରମାନ (ଦେଖ) - ୧. Mukhya chāndramāna of the Bedas.
ଦେଶଜ - ବିଶେଷଣ -
[ସମ୍ପାଦନା]ଉଚିତ୍ —Proper meet.
[ଉ— କରେ ଲଗାଇ ବିଷବୃକ୍ଷ, କଟିବା କଥା ନୋହେ ମୁଖ୍ୟ ଦୀନକୃଷ୍ଣ. ରସକଲ୍ଲୋଳ]