Jump to content

ମୁଖ୍ୟତର

ଉଇକିଅଭିଧାନ‌ରୁ

ମୁଖ୍ୟତର

ଉଚ୍ଚାରଣ

[ସମ୍ପାଦନା]
(ମୁଖ୍ୟତରା, ମୁଖ୍ୟତମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ମୂଲ୍ୟ+ଉତ୍କର୍ଷାର୍ଥେ. ତର, ତମ)

[ସମ୍ପାଦନା]
୧. ସର୍ବପ୍ରଧାନ —୧. Chief; pre-eminent.
୨. ସାରାତ୍ସାର —୩. Supreme very essential.