Jump to content

ମୁଖ୍ୟ କର୍ମ

ଉଇକିଅଭିଧାନ‌ରୁ

ମୁଖ୍ୟ କର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବ୍ୟାକରଣ) ଗୋଟିଏ ଦ୍ୱିକର୍ମକ କ୍ରିୟାର ଦୁଇଟି କର୍ମ ସଙ୍ଗେ ସମ୍ୱନ୍ଧ ଥିଲେ ସେଥିମଧ୍ୟରୁ ପ୍ରଧାନ କର୍ମ [ଦ୍ରଷ୍ଟବ୍ୟ —ଅପ୍ରଧାନ କର୍ମ୍ମକୁ ଗୌଣ କର୍ମ ବୋଲାଯାଏ] —୧. (grammer) The direct object governed by a transitive verb.

[ଦ୍ରଷ୍ଟବ୍ୟ — ଶିକ୍ଷକ ଛାତ୍ରକୁ ପ୍ରଶ୍ନ ପଚାରିଲେ ଏଠାରେ 'ପଚାରିଲେ' ଏହି ସମାପିକା କ୍ରିୟାର ପ୍ରଧାନ କର୍ମ ବା ମୁଖ୍ୟ କର୍ମ 'ପ୍ରଶ୍ନ' ଓ ଗୌଣ କର୍ମ ବା ଅପ୍ରଧାନ କର୍ମ 'ଛାତ୍ର']

୨. ପ୍ରଧାନ କାର୍ଯ୍ୟ —୨. Chief work or duty.

(ଯଥା— ବେଦାଧ୍ୟୟନ ବ୍ରାହ୍ମଣର ମୁଖ୍ୟ କର୍ମ)