ମୁଖ୍ୟ ଚାନ୍ଦମାସ
ଦେଖଣା
ମୁଖ୍ୟ ଚାନ୍ଦମାସ
ଉଚ୍ଚାରଣ
[ସମ୍ପାଦନା](ମୁଖ୍ୟଚାନ୍ଦ୍ର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶୁକ୍ଳ ପ୍ରତିପଦଠାରୁ ଆମାବାସ୍ୟା ପର୍ଯ୍ୟନ୍ତ ଗଣାଯିବା ମାସ —The lunar month counted as beginning from the new moon and ending before the next new moon.
[ଦ୍ରଷ୍ଟବ୍ୟ — ମୁସଲମାନଙ୍କର ମାସ ଗଣନା ମୁଖ୍ୟ ଚାନ୍ଦ୍ରମାନ କ୍ରମେ ଓ ହିନ୍ଦୁଙ୍କର ଚାନ୍ଦ୍ର ମାସ ଗଣନା ଗୌଣ ଚାନ୍ଦ୍ରମାନ କ୍ରମେ, ଅର୍ଥାତ୍ ପୂର୍ଣ୍ଣମୀ ବାସୀଠାରୁ ଆଗାମୀ ପୂର୍ଣ୍ଣମୀ ପର୍ଯ୍ୟନ୍ତ ହୁଏ]