ମୁଖ କବାଟି
ଦେଖଣା
ମୁଖ କବାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଖ କବାଟି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ+କପାଟ)
[ସମ୍ପାଦନା]- ୧. ଆଡ଼ୁଆଦିକୁ ହାତରେ ବା ଗୋଡ଼ିରେ ପିନ୍ଧିବା ପରେ ଯେଉଁ କବାଟି ବା କବିଜାଦ୍ୱାରା ତାହା ମୁଦା ଯାଏ — ୧. The hiuge that closes the bangle tightly around the wrist or leg.
[ଉ—ବଳୟ ଏକ ପୃଥ୍ୱୀଦେବୀଙ୍କ ପାଇଁ କେଉଁ କୁଣ୍ତଳ ନିର୍ମାଣି x x x ବିନ୍ଧାଣି ବିସ୍ତାରି ମୁଖ କବାଟି ଯେ ଭଞ୍ଜ, ବୈଦେହୀଶବିଳାସ]
- ୨. ମୁର୍ଚ୍ଛା ବା ରୋଗ ଆଦି ଯୋଗୁଁ ଦାନ୍ତପାଟି ବନ୍ଦ ହୋଇ ଯିବା —Lock- jaw.