ମୁଖ ଚାହିଁବା
ଦେଖଣା
ମୁଖ ଚାହିଁବା
ଉଚ୍ଚାରଣ
[ସମ୍ପାଦନା]ମୁଖ ଦରଶନ କରିବା, ମୁଖ ଦେଖିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମୁଖ ଚାହିଁବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ମୁହିଁକୁ ଦେଖିବା — ୧. To see a person's face.
- ୨. କୌଣସି ବ୍ୟକ୍ତିକୁ ଦେଖିବା — ୨. To See a person.
- ୩. କୌଣସି ବ୍ୟକ୍ତିକୁ ଆପଣାର ସମ୍ମୁଖରେ ଦେଖିବା —୩. To See a person face to face.
[ଦ୍ରଷ୍ଟବ୍ୟ —କୌଣସି ବ୍ୟକ୍ତି ପ୍ରତି ବିରକ୍ତ ହେଲ ଓ ତାକୁ ଆଉ ଦେଖିବାକୁ ଇଚ୍ଛା ନ କଲେ ବିରକ୍ତିରେ ଲୋକେ କହି ଥାଆନ୍ତି ମୁଁ ଆଉ ତୋ ମୁଖ ଚାହିଁବି ନାହିଁ" ଗୋଟିଏ ଲୌକିକ ବିଶ୍ୱାସ ଅଛି ଯେ ବ୍ୟକ୍ତିବିଶେଷଙ୍କ ମୁଖକୁ ସକାଳ ଉଠି ଦର୍ଶନ କଲେ ସେ ଦିନଟି ସୁଖମୟ ହୁଏ ଓ ବ୍ୟକ୍ତିବିଶେଷଙ୍କ ମୁଖ ଦେଖିଲେ ସେଦିନ ଅମଗଳ ଘଟିଥାଏ ଅତି ପ୍ରିୟତମ ବ୍ୟକ୍ତିକୁ ଦେଖିଲେ ଅନୁଷ୍ୟ ସୁଖୀ ହୁଏ ଏଥିପାଇଁ ଦର୍ଶତ କହେ ତୋ ମୁଖ ଚାହିଁଲେ ମୋ ଦୁଃଖ ଯାଏ" ]