Jump to content

ମୁଖ ପାତ୍ର

ଉଇକିଅଭିଧାନ‌ରୁ

ମୁଖ ପାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମୁଖ=ପ୍ରାଧ+ପାତ୍ର=ବ୍ୟକ୍ତି)

[ସମ୍ପାଦନା]
୧. ପ୍ରତିନିଧି —୧. A representative.
୨. ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ପକ୍ଷରୁ କଥା କହେ — ୨. A person who is the mouthpiece of others.
୩. ଅଗ୍ରଣୀ; ନେତା —୩. A leader.
୪. ପ୍ରଧାନ ବ୍ୟକ୍ତି; ମଖିଆ —୪. A chief person; headman.