ମୁଖ ବନ୍ଦ କରିବା
ଦେଖଣା
ମୁଖ ବନ୍ଦ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଖ ବନ୍ଦ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ କଥା କହିବାକୁ ଅଧିକାର ନ ଦେବା —୧. To gag a person's mouth; not to allow a person to speak.
- ୨. କଥା କହିବାରୁ ବିରତ ହେବା —୨. To cease speaking.