Jump to content

ମୁଖ ବନ୍ଧନ

ଉଇକିଅଭିଧାନ‌ରୁ

ମୁଖ ବନ୍ଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସ୍ତମ୍ଭନ, ମୋହନ, ବଶୀକରଣାଦି ତାନ୍ତ୍ରିକ ପ୍ରୟୋଗଦ୍ୱାରା କୌଣସି ବ୍ୟକ୍ତିର ବାକ୍ସ୍ଫୁର୍ତ୍ତିକୁ ବନ୍ଦ କରିବା — The stoppage of a person's power of speech by employing charms.

୨. ମିହଁରେ ବିଣ୍ଡା ମାରିବାଦ୍ୱାରା କୌଣସି ବ୍ୟକ୍ତିର ବାକ୍= ଶକ୍ତିର ନିରୋଧନ —୨. Gagging.
୩. ମୁଖବନ୍ଧ (ଦେଖ) - —୩. Mukhabandha (See)