Jump to content

ମୁଖ ବାଦ୍ୟ

ଉଇକିଅଭିଧାନ‌ରୁ

ମୁଖ ବାଦ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]
୧. ମୁହଁଦ୍ୱାରା ବଜାଯିବା ବାଦ୍ୟ (ଯଥା—ଶଙ୍ଖ, ମହୁରୀ) —୧. A musical instrument played with the mouth.
୨. ଶିବର୍ଚ୍ଚନ ସମୟରେ ଉଚ୍ଚାରିତ 'ବମ୍' 'ବମ୍' ଶବ୍ଦ — ୨. Sound of Bomb repeated while worship ping the God ṡiba.
୩. ହୁଳହୁଳି — ୩. Squeaking sound repeated by wagging the tongue.