Jump to content

ମୁଖ ବ୍ୟଙ୍ଗ

ଉଇକିଅଭିଧାନ‌ରୁ

ମୁଖ ବ୍ୟଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭଙ୍ଗରୋଗ; ମୁହରେ ଦେଖାଯିବା ସାନ ସାନ ଅସୁନ୍ଦର ଦାଗମାନ —Small blackish patches appearing on the face.

[ଦ୍ରଷ୍ଟବ୍ୟ —ବୈଦ୍ୟକମତରେ ଅଧିକ ପରିଶ୍ରମ ବା କ୍ରୋଧ ଯୋଗୁ ବାୟୁ ଓ ପିତ୍ତ ପ୍ରକୃପିତ୍ତ ହୋଇ ଏ ଦାଗମାନ ପଡ଼ିଯାଏ ଏଥିରେ କୌଣସି କଷ୍ଟ ହୁଏ ନାହିଁ; କିନ୍ତୁ ମୁହଁର ଶୋଭା ବିଗିଡ଼ିଯାଏ—ହିନ୍ଦୀ - ଶ]