ମୁଖ ମଣ୍ଡନ
ଦେଖଣା
ମୁଖ ମଣ୍ଡନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୁହଁକୁ ଚନ୍ଦନ ତୈଳ ଓ ବେଶାଦିଦ୍ୱାରା ସଜାଇବା —Painting one's face with sandal paste, oil etc; the toilette of the face.
- ୨. ମୁହକୁ ବେଶ କରିବା ନିମନ୍ତେ ବ୍ୟବହୃତ ଚନ୍ଦନ ଗୋରୋଚନା, ସିନ୍ଦୁର ଆଦି — ୨. Articles (e, g. face powder, sandal paste) used for painting the face.
- ୩. ମୁହଁର ଅଳଙ୍କାର —୩. Ornament for the face.
- ୪. ଯେଉଁ କବିତା ବା ଶ୍ଳୋକାଦି ମୁଖସ୍ଥ ରଖିବା ଉଚିତ (ପ୍ରକୃତିବାଦ) —୪. Any couplet or sloka which should be committed to memory.