Jump to content

ମୁଖ ମଣ୍ଡିକା

ଉଇକିଅଭିଧାନ‌ରୁ

ମୁଖ ମଣ୍ଡିକା

ଉଚ୍ଚାରଣ

[ସମ୍ପାଦନା]
(ମୁଖ ମଣ୍ଡିତିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବାଳ ରୋଗ ବିଶେଷ (ହିନ୍ଦୀ - ଶ) —୧. A kind of infant disease.
୨. ଉକ୍ତ ରୋଗର ଅଧିଷ୍ଠତ୍ରୀ ଦେବୀ (ହିନ୍ଦୀ - ଶ) —୨. The Goddess presiding over the above disease.

(ଉ—ଦୈତ୍ୟାମାତା ଦତି ବାଳକ ମାଂସ ଖାଇ,ମୁଖମଣ୍ଡିକା ସେ ବୋଲାଇଲେ ଏ ମହୀ କୃଷ୍ଣସିଂହ. ମହାଭାରତ. ବନ)