ମୁଖ ରତି
=== ସଂସ୍କୃତ - ବିଶେଷ୍ୟ - (୩ୟା ତତ୍)
ଅସ୍ୱାଭାବିକ ଉପାୟରେ ଅନ୍ୟର ମୂଖ ସାହାଯ୍ୟରେ ଇନ୍ଦ୍ରିୟ ବୃତ୍ତ ଚରିତାର୍ଥ କରିବା କ୍ରିୟା (ଅଶିଷ୍ଟ—ଭାଷା ଚୂକାଇବା) —Act of unnatural sexual intercourse through the mouth.