Jump to content

ମୁଖ ରୁଚି

ଉଇକିଅଭିଧାନ‌ରୁ

ମୁଖ ରୁଚି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

କୌଣସି ବ୍ୟକ୍ତିର ମୁଖକୁ ମୁହଁର ଶ୍ରୀ ମୁଖ ଶୋଭା —The beauty or grace of one's face.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖରୋଚକ)

[ସମ୍ପାଦନା]

ମୁଖର ରୁଚି ଜନକ, ମୁଖ ରୋଚକ —Tasteful; delicious.