Jump to content

ମୁଖ ରୋଗ

ଉଇକିଅଭିଧାନ‌ରୁ

ମୁଖ ରୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମୁହଁର ବେମାରି —୧. A disease affecting the face.
୨. ପାଟିର ବେମାରି —୨. Mouth-desease.

[ଦ୍ରଷ୍ଟବ୍ୟ — ଓଠ, ଦାନ୍ତମୂଳ, ଦାନ୍ତ, ଜିଭ, ତାଳୁ ଓ ଗଳାର ହେବା ରଗକୁ ମୁଖ ରୋଗ ବଲାଯାଏ ବୈଦ୍ୟଶାସ୍ତ୍ର ମତରେ ଏହାର ସଂଖ୍ୟା ୬୭: ଓଠରେ ହେବା ରୋଗ ୮, ଦାନ୍ତ ମୂଳରେ ୧୬: , ଦାନ୍ତରେ ୮ ଜିଭରେ ୫, ତାଳୁରେ ୯ ଓ କଣ୍ଠରେ ୧୮: ଓ ସମସ୍ତ ମୁଖରେ ୩ ପ୍ରକାର — ହିନ୍ଦୀ - ଶ.]