ମୁଖ ଶୋଧନ
ଦେଖଣା
ମୁଖ ଶୋଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ମୁଖକୁ ପରିଷ୍କୃତ କରିବା — ୧. Cleanishing of the mouth.
- ୨. ମସଲାଆଦି ଖାଇବାଦ୍ୱାରା ମୁଖର ଦୁର୍ଗନ୍ଧ ନିବାରଣ — ୨. The act of imparting fragrance to the mouth by chewing spices etc.
- ୩. (ବହୁବ୍ରୀହି) ପାନ ମସଲା ଆଦି ଯେଉଁ ପଦାର୍ଥମାନ ଚୋବାଇଲେ ପାଟି ସୁଗନ୍ଧିତ ହୁଏ (ହିନ୍ଦୀ - ଶ) — ୩. Spices etc which cause the mouth to smell sweet.
- ୪. ଡାଳିଚିନି (ହିନ୍ଦୀ - ଶ.) — ୪. Mace (spice).