Jump to content

ମୁଖ ଶୋଭା

ଉଇକିଅଭିଧାନ‌ରୁ

ମୁଖ ଶୋଭା

ଉଚ୍ଚାରଣ

[ସମ୍ପାଦନା]

(ମୁଖଶ୍ରୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମୁଖ+ଶୋଭା)

[ସମ୍ପାଦନା]

ମୁହଁର ସୌନ୍ଦର୍ଯ୍ୟ ଚେହେରାର ଶୋଭା —Beauty of the feature; lustre of the countenance; the grace of one's face.