Jump to content

ମୁଖ ସୁରା

ଉଇକିଅଭିଧାନ‌ରୁ

ମୁଖ ସୁରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ କର୍ମଧା; ମୁଖରୁ ନିର୍ଗତ ସୁରା)

[ସମ୍ପାଦନା]
୧. ଲାଳ —୧. Saliva.
୨. ଛେପ —୨. Spittle.
୩. ତାଳସୁରା; ତାଡ଼ୀ —୧. Palm-toddy; datepalm toddy.