Jump to content

ମୁଗମ୍

ଉଇକିଅଭିଧାନ‌ରୁ

ମୁଗମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁଗମ; ମୁଅମ୍ମା)

[ସମ୍ପାଦନା]
୧. କୌଣସି ବିଷୟର ଗୁପ୍ତ ରହସ୍ୟ —୧. The key or secret of a matter.
୨. ସାର ମର୍ମ — ୨. The essence or purport of a matter.
୩. ଦେହର ମର୍ମ ସ୍ଥାନ — ୩. The vital part of the body.
୪. ମନ —୪. Mind.

ବିଶେଷଣ -

[ସମ୍ପାଦନା]

ଗୁପ୍ତ —Secret.