ମୁଗମ ଖୋଲିବା
[ମୁଗ(ଘ)ମ ପିଟା(ଟେ)ଇବା, ମୁଗ((ଘ)ମ ପଦାରେ ପକା(କେ)ଇବା— ଅନ୍ୟରୂପ]
[ମୁଗ(ଘ)ମ ଖୋଲିଯିବା, ମୁଗ(ଘ)ମ ପିଟିବା, ମୁଗ(ଘ)ମ ପଦାରେ ପଡ଼ିବା—ବିଶେଷ୍ୟ ରୂପ]
ଗୁପ୍ତ ରହସ୍ୟ ପ୍ରକାଶ କରିବା — To give out a secret; to divulge a secret.