Jump to content

ମୁଗା

ଉଇକିଅଭିଧାନ‌ରୁ

ମୁଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆସାମୀ; ମୁଗା=ରେସମଉତ୍ପାଦନକାରୀ କୀଟବିଶେଷ; ଏହାର ସୁନା ମୁଗ ପରି ବର୍ଣ୍ଣ ଥିବାରୁ)

[ସମ୍ପାଦନା]
୧. ଆସାମଦେଶଜାତ ଏକପ୍ରକାର ଗୋଟିପୋକ- ଜାତ ଈଷିତ୍ ହଳଦିଆ ରେସମ ଲୁଗା; ଆସାମୀ ମଠା — ୧. Yellowish silk produced in Assam; the Muga silk.
୨. ରେସମ ଗୋଟି ଉତ୍ପାଦନ— କାରୀ ଆସାମଦେଶୀୟ ଏକପ୍ରକାର କୀଟ —୨. The Muga cocoon of Assam; Antherasa.

[ଦ୍ରଷ୍ଟବ୍ୟ —ଏ କୀଟମାନ "ସୋମ" ଗଛର ପତ୍ର ଖାଇ ବଞ୍ଚନ୍ତି ଆସାମରେ ଲୋକେ ମୁଗା କୀଟକୁ ପାଳି ତହିଁରେଗୋଟିରୁ ରେସମ ବାହାର କରନ୍ତି ଉକ୍ତ ଗୋଟିରୁ ବା ଖୋସାରୁ ଯେଉଁ ପାଟ ସୂତା ବାହାରେ, ସେ ସୂତାକୁ ବଳିବାକୁ ହୁଏ ନାହିଁ; ସେହି ଅବଳା ସୂତାରେ ବୁଣା ମଠାକୁ ମୁଗା ବୋଲାଯାଏ କିନ୍ତୁ ଯେବେ ଖଣ୍ଡଖଣ୍ଡିଆ ହୁଏ ଓ ସେ ସୂତାକୁ ନ ବଳିଲେ ଲୁଗାବୁଣିବାର ସୂତା ହୁଏ ନାହିଁ]