ମୁଗୁଧା
ମୁଗ୍ଧା (ଦେଖ) - —Mugudha (See)
[ଉ—ମୁଗୁଧେ ବିଫଳ ନୋହୁ ବିଳମ୍ୱ ନ କର ଆଉ ରାମ୍ୟ ଅଭିସାର କ୍ଷଣ ଗୋବିନ୍ଦ ପାଶ ପ୍ରାଚୀ, ରସବାରିଧି]
(ମୁଗୁଧେ—ବହୁବଚନରେ ଓ ସମ୍ୱୋଧନରେ ଓ ସମ୍ୱୋଧନର ରୂପ)