Jump to content

ମୁଗୁନି

ଉଇକିଅଭିଧାନ‌ରୁ

ମୁଗୁନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ମସୃଣ ଓ ଟାଣ କଳା ପଥର; କଳା— ମର୍ମର ପଥର —A kind of black marble; chlorite; basalt.

[ଦ୍ରଷ୍ଟବ୍ୟ —ଏଥିରେ ବାସନ ଓ ଦେବ— ମୂର୍ତ୍ତିମାନ ପ୍ରସ୍ତୁତ ହୁଏ; ଏହା ଦୁଇପ୍ରକାର, କଳା ଓ ଧଳା ବା ମାଟିଆ ]