Jump to content

ମୁଗୁରି

ଉଇକିଅଭିଧାନ‌ରୁ

ମୁଗୁରି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୁଦ୍ଗରର ଆ୘ୃତି ବିଶିଷ୍ଟ ଥିବାରୁ)

[ସମ୍ପାଦନା]
୧. ଏକ ପ୍ରକାରର ଗାଲମୁଛା; (ଏହା ଗାଲ ମଧ୍ୟକୁ ମୁଗୁର ପରି ବାହାରି ଥାଏ ଓ ନିକଟବର୍ତ୍ତୀ କେଶମାନ ଖିଅର କରାଯାଇ ଥାଏ) —୧. A kind of whisters left on the cheek.
୨. ଧନୁ ଆଦି ଅସ୍ତ୍ର ଦେହରେ ରଚିତ ପ୍ରବାଳ ଓ ରତ୍ନାଦିରେ ଖଚିତ କାରୁକାର୍ଯ୍ୟ —୨. Inlaying of gems and corals in the body of bows and handle of swords etc.
୩. ଛୋଟ ମୁଗୁର —୩. Small club or mallet.