Jump to content

ମୁଗୁରୁ

ଉଇକିଅଭିଧାନ‌ରୁ

ମୁଗୁରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ଗର)

[ସମ୍ପାଦନା]

ପୁରାଣାଦିରେ ବର୍ଣ୍ଣିତ ଏକ ପ୍ରକାର କ୍ଷେପଣୀୟ ଅସ୍ତ୍ର —A kind of missile used in war (mentioned in the Puraṇas).

[ଉ—ଦେଖି କରି ସୂର୍ଯ୍ୟବଂଶୀ କୋପେ ଗୁରୁତର, ଦୋକନ ମୁଗୁରୁ ବାଣ ବିନ୍ଧି ଲକ୍ଷେ ଶର ପୀତାମ୍ୱର. ନୃସିଂହ ପୁରାଣ]