Jump to content

ମୁଗ୍ଧ

ଉଇକିଅଭିଧାନ‌ରୁ

ମୁଗ୍ଧ

ଉଚ୍ଚାରଣ

[ସମ୍ପାଦନା]

(କ୍ଷୁବ୍ଧ—ବିପରୀତାର୍ଥକ)

=== ସଂସ୍କୃତ - ବିଶେଷଣ - ପୁଂ—(ମୁହ ଧାତୁ=ଅଚେତନ ହେବା+କର୍ତ୍ତୃ. ତ)

୧. ମୂର୍ଚ୍ଛିତ; ମୋହପ୍ରାପ୍ତ; ହତସଂଜ୍ଞ —୧. Stupefied; stunned; bewildered.
୨. ମୋହ ପରବଶ; ମୋହିତ —୨. Fascinated; enamoured; charmed; infatuated.
୩. ମୂଢ଼; ମୂର୍ଖ; ନିର୍ବୋଧ —୩. Foolish; stupid.
୪. ସୁନ୍ଦର; ମନୋହର —୪. Fascinating; charming; lovely

[ଉ—ବେଗେ ଆସିଣ ମୁଗ୍ଧ ମୁନି କୁମାରୀ ମଧୁସୂଦନ. ସୀତାବନବାସ]

୫. ନୂତନ —୫. New.



  • (file)