Jump to content

ମୁଗ୍ଧା

ଉଇକିଅଭିଧାନ‌ରୁ

ମୁଗ୍ଧା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ମୁଗ୍ଧ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ନାୟିକା ବିଶେଷ; ସରଳସ୍ୱଭାବା ସୁନ୍ଦରୀ ଯୁବତୀ —୧. A class of heroines in Sanskrit books; a name given to a class of young ladies.

[ଉ—ବିକାଶି ମୁଗ୍ଧା ପ୍ରକାଶି ଚନ୍ଦନ ବିଶେଷ, ବିଲେପିତେ ଧୂପିତେ କି ବଳିଛି ମାନସ ଭଞ୍ଜ. ବୈଦେହୀଶବିଳାସ]

[ଦ୍ରଷ୍ଟବ୍ୟ —ମୁଗ୍ଧା ନାୟିକାଙ୍କୁ ସଂସ୍କୃତ ଗ୍ରନ୍ଥମାନଙ୍କରେ ଦୁଇ ଶ୍ରେଣୀରେ ବିଭକ୍ତ କରା ଯାଇଅଛି ଯଥା—ଅଜ୍ଞାତଯୌବନା ଓ ବିଜ୍ଞାତ— ଯୌବନା; ଯେଉଁ ବାଳିକା ଶୀଘ୍ର ଯୌବନରେ ପ୍ରବେଶ କରିବ ବା ଅଲ୍ପଦିନ ହେଲା ଯୁବତୀ ହୋଇଅଛି ତାକୁ ମୁଗ୍ଧା ବୋଲାଯାଏ]

୨. ନବୋଢ଼ା ଯୁବତୀ — ୨. A newly married young woman.