Jump to content

ମୁଗ୍ଧ ଚିତ୍ତ

ଉଇକିଅଭିଧାନ‌ରୁ

ମୁଗ୍ଧ ଚିତ୍ତ

ଉଚ୍ଚାରଣ

[ସମ୍ପାଦନା]

(ମୁଗ୍ଧ ହୃଦୟ—ଅନ୍ୟରୂପ)

(ମୁଗ୍ଧଚିତ୍ତା—ସ୍ତ୍ରୀ) 

ସଂସ୍କୃତ - ବି—(କର୍ମଧା; ମୁଗ୍ଧ+ଚିତ୍ତ)

[ସମ୍ପାଦନା]
୧. ମୋହିତ ମନ — ୧. Fascinated mind.

ବିଶେଷଣ - ପୁଂ—(ବହୁବ୍ରୀହି)

[ସମ୍ପାଦନା]
୧. ଯାହାର ମନ ମୋହିତ ହୋଇଅଛି —୧. Fascinated.
୨. କିଂକର୍ତ୍ତବ୍ୟବିମୂଢ଼ —୨. Bewildered