Jump to content

ମୁଗ୍ଧ ଦୃଷ୍ଟି

ଉଇକିଅଭିଧାନ‌ରୁ

ମୁଗ୍ଧ ଦୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

(ମୁଗଧ ନେତ୍ର, ମୁଗଧନୟନ; ମୁଗ୍ଧଲୋଚନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମୁଗ୍ଧ+ଦୃଷ୍ଟି)

[ସମ୍ପାଦନା]
୧. ବିମୋହିତ ଚକ୍ଷୁ — ୧. Fascinated eyes.
୨. ମନୋହର ଦୃଷ୍ଟି — ୨. Charming look.

ବିଶେଷଣ - ପୁଂ— (ବହୁବ୍ରୀହି)

[ସମ୍ପାଦନା]

ଯାହାର ଚକ୍ଷୁ ମୋହିତ ବା ଚକିତ ହୋଇ— ଅଛି —One who has been fascinated with something seen; having a bewildered look.