ମୁଗ କଣି
ଦେଖଣା
ମୁଗ କଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଗ କଣି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ଗ ଓ କଣ)
[ସମ୍ପାଦନା]ରଗଡ଼ା ହୋଇଥିବା ମୁଗକୁ କୁଲାରେ ପାଛୁଡ଼ି ତହିଁରୁ ଚୋପାଯାକ ବାହାରିଗଲା ପରେ ଯେଉଁ ମୁଗ ରହେ ତହିଁମଧ୍ୟରୁ ମୁଗର ଗୋଟା ଗୋଟା ଓ ଫାଳମାନ ବାହାରିଯିବା ପରେ ଭାଙ୍ଗିଯାଇ ଥିବା ମୁଗର ଯେଉଁ କ୍ଷୁଦ୍ର 'କଣ' ମାନ ରହେ —Smell particles of split muga separated from the husks and the bigger particles.